ଓପି ଜିନ୍ଦଲ କପ୍ ଫୁଟବଲ୍:ପ୍ରଥମ ସେମିଫାଇନାଲରେ କଟକ ବିଜୟୀ
ଅନୁଗୁଳ: ଅନୁଗୁଳ କଦମପଡ଼ିଆରେ ଆୟୋଜିତ ଓପି ଜିନ୍ଦଲ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଆଜି ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା। ଉଭୟାର୍ଦ୍ଧ ଗୋଲ ଶୂନ୍ୟ ରହିବା ପରେ ପେନାଲଟି ସୁଟ୍ ଆଉଟ୍ ର ଆଶ୍ରୟ ନିଆଯାଇଥିଲା।ଏଥିରେ କଟକ ସ୍ପୋର୍ଟସ ହଷ୍ଟେଲ ୫-୪ ଗୋଲରେ…



