ଜଗନ୍ନାଥ କ୍ଷେତ୍ର ଡିଏଭି ସ୍କୁଲରେ କ୍ଲଷ୍ଟରସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ୧୬ଟି ବିଦ୍ୟାଳୟର ୨୦୦ ପ୍ରତିଯୋଗୀ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲ ଜଗନ୍ନାଥ କ୍ଷେତ୍ର ଡି.ଏ.ଭି ପବ୍ଲିକ ସ୍କୁଲରେ କ୍ଲଷ୍ଟରସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ୧୬ଟି ବିଦ୍ୟାଳୟର ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବିଭିନ୍ନ ବିଭାଗର ମୋଟ ୫୮ଟି ପ୍ରତିଯୋଗିତା ଅନୁଷ୍ଠିତ…
