ଆନ୍ତଃ ଜିଲ୍ଲା ୧୯ ବର୍ଷରୁ କମ କ୍ରିକେଟ ରେଷ୍ଟ୍ ଅଫ ଓଡ଼ିଶା ପକ୍ଷରୁ ଅନୁଗୁଳର ୨ ଖେଳାଳୀ
ଅନୁଗୁଳ: ଆସନ୍ତା ଜୁଲାଇ୧୩ ତାରିଖରୁ ଆରମ୍ଭ ହେଉଥିବା ୧୯ ବର୍ଷରୁ କମ ଆନ୍ତଃ ଜିଲ୍ଲା ସୁପର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରେଷ୍ଟ ଅଫ ଓଡ଼ିଶା ତରଫରୁ ଖେଳିବା ପାଇଁ ଅନୁଗୁଳର ଦୁଇ ଯୁବ ପ୍ରତିଭାବାନ ଖେଳାଳୀ ମନୋନୀତ ହୋଇଛନ୍ତି। ମନୋନୀତ ଦୁଇ…
