ବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ସନ୍ତରାବନ୍ଧ୍ ଚମ୍ପିୟାନ

ଅନୁଗୁଳ:ବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ ଅପରାହ୍ନରେ ଖେଳ ଆରମ୍ଭ ହୋଇଛି। ଗାଡ଼ି ଚାଳକଙ୍କ ଧର୍ମଘଟ ଯୋଗୁଁ ପାରାଦୀପରୁ ବାଇକରେ ଖେଳାଳୀମାନେ ଆସିଥିଲେ। ଆଜି ବର୍ତ୍ତମାନ ସୁଦ୍ଧା ରାଉରକେଲା ବାସନ୍ତୀ କ୍ଳବ୍ ଅନୁଗୁଳକୁ,ଭଦ୍ରକ ବାସନ୍ତୀ କ୍ଳବକୁ,ଏବଂ ଭୁବନେଶ୍ବର ପାରାଦୀପ ପୋର୍ଟକୁ…

Continue Readingବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ସନ୍ତରାବନ୍ଧ୍ ଚମ୍ପିୟାନ

ବାସନ୍ତୀ ଦୁର୍ଗା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅନୁଗୁଳ: ତିନି ଦିବସୀୟ ବାସନ୍ତୀ ଦୁର୍ଗା ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଅମଲାପଡ଼ା ବାସନ୍ତୀ ଦୁର୍ଗା ପଡ଼ିଆରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ନବୀନ ସରକାର କିଭଳି କ୍ରୀଡା…

Continue Readingବାସନ୍ତୀ ଦୁର୍ଗା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପବିତ୍ରନଗର କପ୍-୨୦୨୪ ର ଦ୍ୱିତୀୟ ଦିବସ: ତାଳଚେର ୟୁଥ୍ ସ୍ପୋଟିଂକୁ ଧୂଳି ଚଟାଇଲା ଉତ୍ତର ପ୍ରଦେଶ ଟିମ୍

ଅନୁଗୁଳ: ସର୍ବଭାରତୀୟ ପବିତ୍ରନଗର କପ୍-୨୦୨୪ ର ଦ୍ୱିତୀୟ ଦିବସ ମ୍ୟାଚ୍ ତାଳଚେର ୟୁଥ୍ ସ୍ପୋଟିଂ ଓ ଏନ୍ଏନ୍ଏସ ଉତ୍ତର ପ୍ରଦେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ପ୍ରଥମେ ଟସ୍ ଜିତି ଉତ୍ତର ପ୍ରଦେଶ ଟିମ୍ ନିର୍ଦ୍ଧାରିତ ୨୫ ଓଭରରେ ୯ ୱିକେଟ ହରାଇ…

Continue Readingପବିତ୍ରନଗର କପ୍-୨୦୨୪ ର ଦ୍ୱିତୀୟ ଦିବସ: ତାଳଚେର ୟୁଥ୍ ସ୍ପୋଟିଂକୁ ଧୂଳି ଚଟାଇଲା ଉତ୍ତର ପ୍ରଦେଶ ଟିମ୍

ସର୍ବ ଭାରତୀୟ ପବିତ୍ର ନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ମ୍ୟାଚ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ପବିତ୍ରନଗର ଷ୍ଟାଡିୟମ ପଡିଆରେ ସର୍ବ ଭାରତୀୟ ପବିତ୍ର ନଗର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନଅ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ…

Continue Readingସର୍ବ ଭାରତୀୟ ପବିତ୍ର ନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ମ୍ୟାଚ୍

ବାସନ୍ତୀ ଭଲିବଲ୍‌ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ

ଅନୁଗୁଳ: ଅନୁଗୁଳ ବାସନ୍ତୀ ଭଲିବଲ୍ ଟ୍ରଷ୍ଟ ପକ୍ଷରୁ ବାସନ୍ତୀ ଦୁର୍ଗା ପଡ଼ିଆରେ ଆସନ୍ତା ପାଞ୍ଚ ତାରିଖରୁ ସାତ ତାରିଖ ଯାଏଁ ରାଜ୍ୟ ସ୍ତରୀୟ ଭଲିବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୋଟ ୧୬ ଟି ଟିମ୍‌ ଅଂଶଗ୍ରହଣ କରିବେ। ପ୍ରଥମ ଦିନ…

Continue Readingବାସନ୍ତୀ ଭଲିବଲ୍‌ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ

ବାଗେଡ଼ିଆ ଠାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ସମାରୋହରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଗେଡ଼ିଆ/ଅନୁଗୁଳ: ରବିବାର ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଠାରେ ‘ବାଗେଡିଆ କ୍ରିକେଟ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉଦଯାପନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି। ଏ ଅବସରରେ…

Continue Readingବାଗେଡ଼ିଆ ଠାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ସମାରୋହରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟସ୍ତରୀୟ ଖେମଳା ପ୍ରିମିୟର ଲିଗ୍ ଉଦଯାପିତ, ଲଭର୍ସ ସ୍ପୋଟିଙ୍ଗ ପୁରୀକୁ ହରାଇ କମାଣ୍ଡୋ ଇଲେଭେନ ଭୁବନେଶ୍ୱର ଚାମ୍ପିୟନ

ଖମାର: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଖେମଳା ଠାରେ ଆଭେଞ୍ଜର୍ସ କ୍ଲବ ଖେମଳା ଆନୁକୂଲ୍ୟରେ ଚାଲିଥିବା ରାଜ୍ଯସ୍ତରୀୟ ଖେମଳା ପ୍ରିମିୟର ଲିଗ୍ ଉଦଯାପିତ ହୋଇଛି। ୨୧ ତାରିଖ ଠାରୁ ଦୀର୍ଘ ୬ ଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ…

Continue Readingରାଜ୍ୟସ୍ତରୀୟ ଖେମଳା ପ୍ରିମିୟର ଲିଗ୍ ଉଦଯାପିତ, ଲଭର୍ସ ସ୍ପୋଟିଙ୍ଗ ପୁରୀକୁ ହରାଇ କମାଣ୍ଡୋ ଇଲେଭେନ ଭୁବନେଶ୍ୱର ଚାମ୍ପିୟନ

ପାଳଲହଡ଼ା ବାଜିରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ପେଚାମୁଣ୍ଡି ଚାମ୍ପିୟନ୍

ଅନୁଗୁଳ: ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ସାଂସଦ କ୍ରୀଡ଼ା ମହୋତ୍ସବ ଅନ୍ତର୍ଗତ ପାଳଲହଡ଼ା ବାଜିରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏଥିରେ ୫୬ ଟି ଦଳର ୮୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ବିଜେପି ନେତା ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି…

Continue Readingପାଳଲହଡ଼ା ବାଜିରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ପେଚାମୁଣ୍ଡି ଚାମ୍ପିୟନ୍

ରାଣୀଗୋଡ଼ା ଉ:ପ୍ରା ସ୍କୁଲର ବାର୍ଷିକ କ୍ରୀଡା

ଅନୁଗୁଳ: ସ୍ଥାନୀୟ ରାଣୀଗୋଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତିନି ଦିନିଆ ବାର୍ଷିକ କ୍ରିଡା ଉତ୍ସବ ଉଦଯାପିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ଜେନାଙ୍କ ସଭାପତିତ୍ବରେ 'ବିଦ୍ୟାଳୟ ପରିଚାଳନା' କମିଟିର ସଭାପତି ଅନିଲ କୁମାର ବେହେରା 'ମୋ…

Continue Readingରାଣୀଗୋଡ଼ା ଉ:ପ୍ରା ସ୍କୁଲର ବାର୍ଷିକ କ୍ରୀଡା

ଶିକ୍ଷକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଆୟୋଜିତ

ଅନୁଗୁଳ: ଅନୁଗୁଳ ସହର ଉପଖଣ୍ଡ ଶିକ୍ଷକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ତଥା ପୂର୍ବତନ ଏସଆଇ ବୃନ୍ଦାବନ…

Continue Readingଶିକ୍ଷକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଆୟୋଜିତ