ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ନାଲକୋକୁ ହରାଇ ଢେ଼ଙ୍କାନାଳ ସେମିଫାଇନାଲରେ
ଅନୁଗୁଳ: ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଦ୍ଵିତୀୟ ଦିବସରେ ନାଲକୋ ଜୁନିଅରକୁ ୩-୧ ଗୋଲରେ ହରାଇ ପୋପୁଲାର୍ କ୍ଳବ୍ ଢେ଼ଙ୍କାନାଳ ସେମିଫାଇନାଲକୁ ଉନ୍ନୀତ ହୋଇଛି। ସ୍କୁଲ କ୍ରୀଡା ଅଧିକାରୀ ଭିକାରୀ ବନ୍ଧୁ ସାହୁ ମୁଖ୍ୟ ଅତିଥି ଏବଂ ଜିଲ୍ଲା କ୍ରୀଡା…
