ରାଜ୍ୟସ୍ତରୀୟ ଦୌଡକୁଡ଼ ପ୍ରତିଯୋଗିତା ପାଇଁ ୨୫ ଜଣିଆ ଟିମ୍ର ଭୁବନେଶ୍ବର ଗସ୍ତ
ଅନୁଗୁଳ: ଜୁନ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର କିଟ୍ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ନିମନ୍ତେ ଅନୁଗୁଳର ୨୫ ଜଣିଆ ଟିମ୍ ଭୁବନେଶ୍ବର ଗସ୍ତ କରିଛି। ଟିମ୍ର ମ୍ୟାନେଜର ଭାବେ…
