ଲିଟିଲ୍ ହାର୍ଟସ୍ରେ ଅନ୍ତର୍ଜାତୀୟ ଯୋଗ ଦିବସ
ଅନୁଗୁଳ: ଆଜି ଲିଟିଲ୍ ହାର୍ଟସ୍ ଟଡଲରସ ଏକାଡେମୀ କୁଇଓ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହକୁ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଦୀପ୍ତି ଯୋଶୀ ଉଦଘାଟନ କରିବା ଶହ ଯୋଗ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ।…



