ଯୁବଜ୍ୟୋତି ଉଚ୍ଚ ବିଦ୍ୟାଳୟର ୩ ଛାତ୍ରଛାତ୍ରୀ ରାଜ୍ୟ ଆଥଲେଟିକ୍ ଚୟନ ପାଇଁ ମନୋନୀତ

କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ଯୁବଜ୍ୟୋତି ଉଚ୍ଚ ବିଦ୍ୟାଳୟର ତିନି ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ଆଥଲେଟିକ୍ ଚୟନରେ ଉତ୍କୃଷ୍ଟ ପ୍ରଦର୍ଶନ କରି ରାଜ୍ୟ ସ୍ତରୀୟ ଚୟନ ପାଇଁ ମନୋନୀତ ହୋଇଛନ୍ତି। ୧୪ ବର୍ଷରୁ କମ୍ ବାଳକ ବିଭାଗରେ ଫ୍ଲୋରେନସ…

Continue Readingଯୁବଜ୍ୟୋତି ଉଚ୍ଚ ବିଦ୍ୟାଳୟର ୩ ଛାତ୍ରଛାତ୍ରୀ ରାଜ୍ୟ ଆଥଲେଟିକ୍ ଚୟନ ପାଇଁ ମନୋନୀତ

ପ୍ରଥମ ଉତ୍ତର କେନ୍ଦ୍ରୀୟ ପରିସର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଓପନ ଡବଲସରେ ଟ୍ରଫି ହାତେଇଲେ ଅନୁଗୁଳର ହେମନ୍ତ କୁମାର ବିଲୁଙ୍ଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ପ୍ରଥମ ଉତ୍ତର କେନ୍ଦ୍ରୀୟ ପରିସର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ – ୨୦୨୫ ସୋମବାର ଉଦଯାପିତ ହୋଇଛି। ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି…

Continue Readingପ୍ରଥମ ଉତ୍ତର କେନ୍ଦ୍ରୀୟ ପରିସର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଓପନ ଡବଲସରେ ଟ୍ରଫି ହାତେଇଲେ ଅନୁଗୁଳର ହେମନ୍ତ କୁମାର ବିଲୁଙ୍ଗ

ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅନୁଗୁଳ: ଅନୁଗୁଳ ଇଣ୍ଡୋର ହଲରେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଅନୁଗୁଳ ଜିଲ୍ଲାପାଳ ଅଵବ୍ଦାଲ ଏମ ଅଖତାର, ଢେ଼ଙ୍କାନାଳ ଏସପି…

Continue Readingଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଝିମିରିପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେଷ; ୨-୧ ଗୋଲରେ କଂସର ଚାମ୍ପିଅନ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡର ଝିମିରିପାଲି ଖେଳପଡ଼ିଆରେ ଚାଲିଥିବା ଅରକ୍ଷିତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ଶେଷ ହୋଇଛି। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ। ଫାଇନାଲ୍ ମ୍ୟାଚ୍ କଂସର…

Continue Readingଝିମିରିପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେଷ; ୨-୧ ଗୋଲରେ କଂସର ଚାମ୍ପିଅନ୍

କୁଚ ବିହାର ଟ୍ରଫି: ହାଇଦ୍ରାବାଦକୁ ହାଇଦ୍ରାବାଦରେ ହରାଇଲା ଓଡ଼ିଶା: ଅନୁଗୁଳ ଆୟୁଷଙ୍କୁ ୧୧ ୱିକେଟ

ଅନୁଗୁଳ: କର୍ଣ୍ଣେଲ କୁଚ ବିହାର ଟ୍ରଫି କ୍ରିକେଟ ରେ ହାଇଦ୍ରାବାଦକୁ ହାଇଦ୍ରାବାଦରେ ହରାଇ ଇତିହାସ କରିଛି ଓଡ଼ିଶା। ଓଡ଼ିଶା ପ୍ରଥମ ପାଳିରେ ୧୫୯ ଓ ଦ୍ଵିତୀୟ ପାଳିରେ ୨୬୮ ରନ କରିଥିବା ବେଳେ ହାଇଦ୍ରାବାଦ ପ୍ରଥମ ପାଳିରେ ୧୯୫ ଓ ଦ୍ଵିତୀୟ…

Continue Readingକୁଚ ବିହାର ଟ୍ରଫି: ହାଇଦ୍ରାବାଦକୁ ହାଇଦ୍ରାବାଦରେ ହରାଇଲା ଓଡ଼ିଶା: ଅନୁଗୁଳ ଆୟୁଷଙ୍କୁ ୧୧ ୱିକେଟ

କରାଟେ ବେଲଟ୍ ପରୀକ୍ଷଣ ଶିବିର

ଅନୁଗୁଳ: ପିଟିସି ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ କ୍ୟୁକୋସିନ କରାଟେ ସଂଗଠନ ପକ୍ଷରୁ ବେଲଟ ପରୀକ୍ଷଣ ଶିବିର ଆୟୋଜିତ ହୋଇ ଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନିତା ଜେନା ଯୋଗ ଦେଇଥିଲେ ଅନ୍ୟମାନଙ୍କ…

Continue Readingକରାଟେ ବେଲଟ୍ ପରୀକ୍ଷଣ ଶିବିର

୨୩ ବର୍ଷରୁ କମ ସି.କେ ନାୟଡୁ ଟ୍ରଫି ରାଜ୍ୟ ଦଳରେ ଅନୁଗୁଳର ୩ ଖେଳାଳୀ

ଅନୁଗୁଳ: ୨୩ ବର୍ଷରୁ କମ ସି.କେ ନାୟଡୁ ଟ୍ରଫି ଓଡ଼ିଶା ଦଳର ପନ୍ଦର ଜଣିଆ ଖେଳାଳୀ ତାଲିକା ପ୍ରକାଶ ପାଇଛି। ଏଥିରେ ଅନୁଗୁଳର ତିନି ଜଣ ପ୍ରତିଭା ସମ୍ପନ୍ନ ଖେଳାଳୀ ସ୍ଥାନ ପାଇଛନ୍ତି ସେମାନେ ହେଲେ ଶଶାଙ୍କ ପାନାକଲ, ଶ୍ରେୟଂଶ୍ ଭରଦ୍ୱାଜ…

Continue Reading୨୩ ବର୍ଷରୁ କମ ସି.କେ ନାୟଡୁ ଟ୍ରଫି ରାଜ୍ୟ ଦଳରେ ଅନୁଗୁଳର ୩ ଖେଳାଳୀ

୩୭ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଶୁଭାରମ୍ଭ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିୟମରେ ୩୭ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ବୁଧବାର ଶୁଭାରମ୍ଭ ହୋଇଛି। ଉପଖଣ୍ଡ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ମା’ ଲକ୍ଷ୍ମୀ ପୂଜା ସମୟରେ ରାଜ୍ୟର ୮ଟି ବଛା ଦଳ ଅଂଶଗ୍ରହଣ କରିଛନ୍ତି। ପାଳଲହଡ଼ା ବିଧାୟକ ଅଶୋକ…

Continue Reading୩୭ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଶୁଭାରମ୍ଭ

ଅସ୍ମିତା ଖେଲୋ ଇଣ୍ଡିଆରେ ମହିଳା ଉଷୁରେ ଜିଲ୍ଲା ୩ୟ

ଅନୁଗୁଳ: ଅସ୍ମିତା ଖେଲୋ ଇଣ୍ଡିଆ ରାଜ୍ୟ ଲିଗରେ ମହିଳା ଉଷୁରେ ଅନୁଗୁଳ ଜିଲ୍ଲା ୩ୟ ସ୍ଥାନ ଅର୍ଜନ କରିଛି। ବାରିପଦା ଡିଗ୍ରୀ କଲେଜରେ ୬ରୁ ୭ ସେପ୍ଟେମ୍ବର ୨୦୨୫ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲା ଉଷୁ ଏସୋସିଏସନ୯ଜଣ ପ୍ରତିଯୋଗିଙ୍କୁ ନେଇ ଅଂଶଗ୍ରହଣ…

Continue Readingଅସ୍ମିତା ଖେଲୋ ଇଣ୍ଡିଆରେ ମହିଳା ଉଷୁରେ ଜିଲ୍ଲା ୩ୟ

ବଜରଙ୍ଗୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡର ପେଚାମୁଣ୍ଡି ଗ୍ରାମ ପଞ୍ଚାୟତର ଶିମିଳିପାଳ ଗ୍ରାମରେ ବଜରଙ୍ଗୀ ଯୁବକ ସଂଘ ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ଅନ୍ତଃଜିଲା ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଛି। ଷୋହଳଟି ଦଳ ଅଂଶଗ୍ରହଣ କରିଥିବା ଏହି ଟୁର୍ନାମେଣ୍ଟ ତିନି ଦିନ ଧରି…

Continue Readingବଜରଙ୍ଗୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ