ଚାମ୍ପିୟନ୍ସ ଟ୍ରଫିର ଆଜି ପ୍ରଥମ ସେମି ଟକ୍କର, ଫାଇନାଲ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ
ଅନୁଗୁଳ: ଆଜି ଭାରତ ଓ ଅଷ୍ଟ୍ରେଲିଆ ସେମି ଟକ୍କର। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ। ଫାଇନାଲରେ ପ୍ରବେଶ ପାଇଁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଫାଇଟ। ଅପରାହ୍ନ ୨ଟା ୩୦ ମିନିଟରେ ମ୍ୟାଚ ଆରମ୍ଭ ହେବ। …
