ଓପି ଜିନ୍ଦଲ କପ୍ ଫୁଟବଲ ପାଲଲହଡ଼ା ୭-୧ ରେ ଢେଙ୍କାନାଳ ଠୁ ହାରିଲା
ଅନୁଗୁଳ: ଓପି ଜିନ୍ଦଲ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଢେଙ୍କାନାଳ ଗୋଲ ବର୍ଷା ଜାରି ରଖି ୭-୧ ପାଲଲହଡ଼ାକୁ ହରାଇ ଥିଲା। ଢେଙ୍କାନାଳର ବାପୁନି ବିନ୍ଧାଣି ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପାଇଥିଲେ। ଆଜିର ମ୍ୟାଚକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର…
