ଶିକ୍ଷୟତ୍ରୀଙ୍କ ଠାରୁ ସୁନା ଚେନ୍ ଝାମ୍ପିନେଲେ

You are currently viewing ଶିକ୍ଷୟତ୍ରୀଙ୍କ ଠାରୁ ସୁନା ଚେନ୍ ଝାମ୍ପିନେଲେ

 

ଅନୁଗୁଳ: ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ଼ ଗୋଟାଏ ସମୟରେ କୁକୁଡ଼ାଙ୍ଗ ହାଇସ୍କୁଲର ଶିକ୍ଷୟିତ୍ରୀ ଲିପସିତା ଦାସ ମଧ୍ୟାହ୍ନ ଭୋଜନ ସମୟରେ ତାଙ୍କ ସ୍କୁଟିରେ ବିକ୍ରମପୂର ଆଡ଼କୁ ଯାଉଥିବା ବେଳେ ଏକଘରିଆ ନିକଟରେ ଦୁଇଜଣ ଯୁବକ ଗୋଟିଏ ବାଇକରେ ଆସି ତାଙ୍କ ବେକରେ ଥିବା ଅଠର ଗ୍ରାମ ଓଜନର ସୁନା ଚେନ ଝାମ୍ପିନେଇ ପଳାଇ ଥିଲେ। ଏଥିନେଇ ସେ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

Share

Leave a Reply