ଶ୍ରୀମନ୍ଦିରରେ ଆହୁରି କଡାକଡି ହେବ ଚେକିଂ ବ୍ୟବସ୍ଥା: ଆଇନମନ୍ତ୍ରୀ

You are currently viewing ଶ୍ରୀମନ୍ଦିରରେ ଆହୁରି କଡାକଡି ହେବ ଚେକିଂ ବ୍ୟବସ୍ଥା: ଆଇନମନ୍ତ୍ରୀ

ପୁରୀ: ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଶ୍ରୀମନ୍ଦିରେ ଆହୁରି କଡାକଡି ହେବ ଚେକିଂ ବ୍ୟବସ୍ଥା। ବାରମ୍ବାର ହିଡେନ୍‍ କ୍ୟାମେରା ନେଇ ଭକ୍ତମାନେ ପ୍ରବେଶ କରୁଥିବାରୁ ଏହାକୁ ଗମ୍ଭୀରତାର ସହ ବିଚାର କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି। ଏହା ଜାଣିବା ବି କଷ୍ଟ, କେବଳ ଫଟୋ ଉଠାଇବା ବେଳେ ଜାଣି ହେବ। ଆହୁରି କଠୋରତାର ସହ କିପରି ଚେକିଂ କରାଯିବ ସେନେଇ ବିଚାର କରାଯାଉଛି । ଏଭଳି ଚଞ୍ଚକତା କରି ଶ୍ରୀମନ୍ଦିର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ ।

Share

Leave a Reply