ଡେଉଁଛି କଲେରା: ପୌରପାଳିକାର ଚିଠି ସତ୍ତ୍ୱେ ନିଦରେ ଖାଦ୍ୟ ନିରାପତ୍ତା ବିଭାଗ

You are currently viewing ଡେଉଁଛି କଲେରା: ପୌରପାଳିକାର ଚିଠି ସତ୍ତ୍ୱେ ନିଦରେ ଖାଦ୍ୟ ନିରାପତ୍ତା ବିଭାଗ

ଅନୁଗୁଳ:ଯାଜପୁର,କଟକ,ଭଦ୍ରକ,କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୧୫୦୦ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ଏଣେ ଅନୁଗୁଳ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି ଯେ, ସହର ଭିତରେ ଦୂଷିତ ପରିବେଶରେ ତଥା ବାସୀ ଖାଦ୍ୟ ବିକୁଥିବା ନେଇ କିଛି ଅଭିଯୋଗ ଆସିବା ପରେ ଆମେ ଚିଠି ସଂଖ୍ୟା ୧୯୬୨ ତା ୧୩.୬.୨୫ ରେ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗକୁ ଏକ ମିଳିତ ଚଢଉ ପାଇଁ ଜଣାଇଛୁ। ଆଗକୁ ରଥ ଯାତ୍ରା ଆସୁଥିବାରୁ ଅସାଧୁ ବ୍ୟବସାୟୀ ମାନେ ବାସୀ ଖାଦ୍ୟ ବିକିବାର ଯଥେଷ୍ଟ ସମ୍ଭାବନା ରହିଛି।ଖାଦ୍ୟ ନିରାପତ୍ତା ବିଭାଗ ବେଳହୁଁ ଚଢାଉ ନକଲେ ଅବସ୍ଥା ଅସମ୍ଭାଳ ହେବ ବୋଲି କୁହା ଯାଉଛି।

Share

Leave a Reply