କ୍ଲବ ଗଣପତ ପକ୍ଷରୁ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ

You are currently viewing କ୍ଲବ ଗଣପତ ପକ୍ଷରୁ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ : ଆଜି ସ୍ଥାନୀୟ ଅମଲାପଡାରେ କ୍ଲବ ଗଣପତ ପକ୍ଷରୁ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ କ୍ଲବର ନୂଆ ସଦସ୍ୟ ଚୟନିତ ହୋଇଥିଲେ।

ଚଳିତ ବର୍ଷ ପୂଜା ପାଇଁ ନୂତନ ସଭାପତି ଭାବେ ଚନ୍ଦ୍ରକାନ୍ତ ପ୍ରଧାନ, ଉପସଭାପତି ଭାବେ ଚନ୍ଦନ କୁମାର ସାହୁ ଓ ଅମୀୟ କୁମାର ପ୍ରଧାନ, ସମ୍ପାଦକ ଭାବେ ସନ୍ଧାନ କୁମାର ଦାସ, ସହ ସମ୍ପାଦକ ଭାବେ ଲକି ଜେନା ଓ ଅନିଲ ଭୂୟାଁ, ଯୁଗ୍ମ ସମ୍ପାଦକ ଭାବେ ବିଶ୍ୱଜିତ ପ୍ରଧାନ ଓ ପବିତ୍ର ଭଞ୍ଜ , କୋଷାଧ୍ୟକ୍ଷ ଭାବେ ସୁବ୍ରତ କୁମାର, ରବୀନ୍ଦ୍ର ସାହୁ, ପରାମର୍ଶ ଦାତା ଦିଲ୍ଲୀପ କୁମାର ସାହୁ, ଦୀନେଶ ପ୍ରଧାନ, ପତିତପାବନ ସାହୁ, ବୀରେନ୍ଦ୍ର ନାୟକ, ଟପ୍ସ ରଞ୍ଜନ ନାୟକ, ସୁକାନ୍ତ ସାହୁ, ରଞ୍ଜନ ସାହୁ, ସ୍ନେହାଂଶୁ ସାମନ୍ତ, ନିଶାନ୍ତ ଜେନା,ବବି ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ। ଏ ଅବସରରେ ନୂତନ ଭାବେ ଅନୁଗୁଳ ବାର ଆସୋସିଏସନର ସଭାପତି ଦିଲ୍ଲୀପ ମଧ୍ୟ କ୍ଲବରେ ଯୋଗ ଦେଇଥିବା ଜଣାଯାଇଛି।

Share

Leave a Reply