କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ

You are currently viewing କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ

ତାଳଚେର: ତାଳଚେର ବହ୍ଲର ଛକ ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଜଣେ ଜର ଗୋଟାଳୀ ବୋଲି ଜଣାଯାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ହୋଇଯାଇଛି।

ସୂଚନା ଅନୁସାରେ, ଆଜି ଏକ କୋଇଲା ବୋଝେଇ ଟ୍ରକ ତାଳଚେରରୁ ବଅଁରପାଳ ଯାଉଥିବା ବେଳେ ଜଣକୁ ଧକ୍କା ଦେଇ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣା ପରେ ଚାଳକ ଫେରାର ଅଛନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଡ୍ରାଇଭରକୁ ଧରିବାକୁ ଯଥାସମ୍ଭବ ପ୍ରୟାସ କରାଯିବ ବୋଲି  ପୁଲିସ କହିଛି।

Share

Leave a Reply