ଜୁନ୍ ୪ରେ ଭୋଟ୍ ଗଣତି: ରାଜ୍ୟରେ ମୁତୟନ ହେବେ ୭୦ କମ୍ପାନୀ ସିଏପିଏଫ

You are currently viewing ଜୁନ୍ ୪ରେ ଭୋଟ୍ ଗଣତି: ରାଜ୍ୟରେ ମୁତୟନ ହେବେ ୭୦ କମ୍ପାନୀ ସିଏପିଏଫ

ଭୁବନେଶ୍ଵର: ସାରା ଦେଶରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଶେଷ ହୋଇଛି। ଜୁନ୍ ୪ରେ ଭୋଟ ଗଣତି ହେବ। ଏଣୁ ଫଳାଫଳ ଅପେକ୍ଷାରେ ସମସ୍ତ ରାଜନୈତିକ ଦଳ ଅଛନ୍ତି।

ଜୁନ ୪ରେ ଭୋଟ ଗଣତି ବେଳେ ଆଇନଶୃଙ୍ଖଳା ପାଇଁ ରାଜ୍ୟରେ ୭୦ କମ୍ପାନୀ ସିଏପିଏଫ କର୍ମଚାରୀ ମୁତୟନ ହେବେ। ଜୁନ୍ ୬ ପର୍ଯ୍ୟନ୍ତ ରାଜ୍ୟରେ ଅଧିକ ୭୦ କମ୍ପାନୀ ସିଏପିଏଫ ମୁତୟନ ରହିବେ। ସେପଟେ ଷ୍ଟ୍ରଙ୍ଗରୁମ୍, କାଉଣ୍ଟିଂ ସେଣ୍ଟରରେ ୨୫ କମ୍ପାନୀ ମୁତୟନ ହେବେ। ତେବେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନର।

Share

Leave a Reply