ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକଘର ପକ୍ଷରୁ ମଙ୍ଗଳବାର ବନ୍ତଳା ଡାକ ବଙ୍ଗଳାରେ ଡାକ ମେଳା ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଡାକ ମଣ୍ଡଳ ଡାକ ଅଧୀକ୍ଷକ ଜଗଦୀଶ ଦାସଙ୍କ ନେତୃତ୍ଵରେ ଆୟୋଜିତ ଏହି ମେଳାରେ ପଣ୍ଡିତ ମହେଶ ସାହୁ, ଅନୁଗୁଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ, କୃଷକ ମହାସଂଘର ସଭାପତି ଦିନେଶ ଦେହୁରୀ, ଆସିଷ୍ଟାଣ୍ଟ ଏସପିଓ ଏସ୍ ନୀଳମଣି ଜେନା, ସୁଜିତ୍ କୁମାର ଦେହୁରୀ ଉପସ୍ଥିତ ଥିଲେ। ଏହି ଡାକ ମେଳାରେ ୨୦୦ ରୁ ଊର୍ଦ୍ଧ୍ଵ ଲୋକ ଯୋଗ ଦେଇଥିଲେ।
ବନ୍ତଳା ଡାକ ବଙ୍ଗଳାରେ ଡାକ ମେଳା ଆୟୋଜିତ, ଯୋଗ ଦେଲେ ୨୦୦ରୁ ଊର୍ଦ୍ଧ୍ଵ ଲୋକ
- Post published:March 15, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
