ଅନୁଗୁଳ: ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ରେଳ ଷ୍ଟେସନରେ କଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ପ୍ରାୟ ୩୫ ବର୍ଷ। ସେ ସବୁଜ ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି। ସମ୍ବଲପୁର ଯାଉଥିବା ତପସ୍ୱିନୀ ଏକ୍ସପ୍ରେସରେ କଟି ଯାଇଥିବା କୁହାଯାଉଛି।ରେଳ ସୁରକ୍ଷା କର୍ମୀ ମୃତକଙ୍କୁ ଅନୁଗୁଳ ଡାକ୍ତରଖାନା ରେ ପହଞ୍ଚାଇଥିଲେ ମୃତକଙ୍କ ପରିଚୟ ମିଳିପାରି ନାହିଁ।
ଟ୍ରେନରେ କଟି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
- Post published:November 4, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul