ଧଉରାପାଲ୍ଲୀ ସମିତିରେ ଧାନମଣ୍ଡି ଉଦଘାଟିତ, ଯୋଗ ଦେଲେ ଶତାଧିକ ଚାଷୀ

You are currently viewing ଧଉରାପାଲ୍ଲୀ ସମିତିରେ ଧାନମଣ୍ଡି ଉଦଘାଟିତ, ଯୋଗ ଦେଲେ ଶତାଧିକ ଚାଷୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଧଉରାପାଲ୍ଲୀ ସେବା ସମବାୟ ସମିତିରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଛି। ଏଥିରେ ସମିତିର ସଭାପତି ଇନ୍ଦ୍ରମଣି ପ୍ରଧାନ, ଧଉରାପାଲ୍ଲୀ ସରପଞ୍ଚ ସଞ୍ଜିତ କୁମାର ସାହୁ, ଜଏରାଟ ସରପଞ୍ଚ ବିଜୟ ରଥ, ଯୋଗାଣ ଅଧିକାରୀ ରୁଷଭ ଚନ୍ଦ୍ର ନାୟକ, ଓଷ୍କାପାଲ୍ଲୀ ସରପଞ୍ଚ ବିଜୟିନୀ ପ୍ରଧାନ ପ୍ରମୁଖ ଯୋଗଦେଇ ଧାନମଣ୍ଡି ଉଦଘାଟିତ ହୋଇଛି। ଏଥିରେ ଅଞ୍ଚଳର ବହୁ ଚାଷୀ ଯୋଗଦେଇ ଥିଲେ।

Share

Leave a Reply