ଶୀତକାଳୀନ ଅଧିବେଶନରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପ୍ରଶ୍ନ: ୧୪୯, ୫୩, ୫୫ ନମ୍ବର ଜାତୀୟ ରାଜପଥର କାମ ସରିବ କେବେ ?

You are currently viewing ଶୀତକାଳୀନ ଅଧିବେଶନରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପ୍ରଶ୍ନ: ୧୪୯, ୫୩, ୫୫ ନମ୍ବର ଜାତୀୟ ରାଜପଥର କାମ ସରିବ କେବେ ?

ଅନୁଗୁଳ: ଆରମ୍ଭ ହୋଇଛି ଚଳିତ ଶୀତକାଳୀନ ଅଧିବେଶନ। ଆଜି ପ୍ରଥମ ଦିନରେ ଢେଙ୍କାନାଳ ସାଂସଦ ମହେଶ ସାହୁ ୧୪୯, ୫୩, ୫୫ ନମ୍ବର ଜାତୀୟ ରାଜପଥର କାର୍ଯ୍ୟ ଅଗ୍ରଗତି ନେଇ ଚିନ୍ତା ପ୍ରକାଶ କରିଛନ୍ତି।
ସାଂସଦ କହିଛନ୍ତି, କାମ ସଂପୂର୍ଣ୍ଣ ନ ହେବା ପୂର୍ବରୁ ୫୩ ନମ୍ବର ଜାତୀୟ ରାଜପଥକୁ ତରତରିଆ ଭାବେ କେନ୍ଦ୍ରଗୃହ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। କିନ୍ତୁ ଏବେ ଯାଏଁ ସେ କାମ ସରିନି, ସେମିତି ଅଧାପନ୍ତରିଆ ହୋଇ ପଡ଼ିରହିଛି। ବାକି ଥିବା କାମ କେବେ ସରିବ ସେ ମ୍ୟାଟର ଅଫ ଅର୍ଜେଂଟ ପବ୍ଲିକ ଇମ୍ପୋଟାନ୍ସରେ ଲୋକସଭାର ଅଧ୍ୟକ୍ଷଙ୍କ ମାଧ୍ୟମ ରେ ପ୍ରଶ୍ନ କରିଛନ୍ତି।

Share

Leave a Reply