ଜିଲ୍ଲାପାଳ କୁଷ୍ଠାଶ୍ରମ ବୁଲି ସମସ୍ୟା ବୁଝିଲେ

You are currently viewing ଜିଲ୍ଲାପାଳ କୁଷ୍ଠାଶ୍ରମ ବୁଲି ସମସ୍ୟା ବୁଝିଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଉପଜିଲ୍ଲାପାଳ ବୈତୁରା ଦୀପ ଶନିବାର ବଅଁରପାଳ ବ୍ଲକ ଅନ୍ତର୍ଗତ ବେଲାସୁଣ୍ଠା କୁଷ୍ଠ କଲୋନୀକୁ ଯାଇ ସେଠିକାର ଅଧିବାସୀଙ୍କର ରାସ୍ତା,ପାନୀୟ ଜଳ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା ଆଦି ପଚାରି ବୁଝିବା ସହ ସେ ସବୁର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଜିଲ୍ଲାପାଳ ମଧ୍ୟ କଲୋନୀ ବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ମେଡ଼ିକାଲ କୁଷ୍ଠ ନିରାକରଣ ବିଭାଗର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Share

Leave a Reply