ଡାକ୍ତର ଲକ୍ଷ୍ମୀ ସାହୁଙ୍କ ହୃଦଘାତରେ ପରଲୋକ

You are currently viewing ଡାକ୍ତର ଲକ୍ଷ୍ମୀ ସାହୁଙ୍କ ହୃଦଘାତରେ ପରଲୋକ

ଅନୁଗୁଳ: ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ କଲ୍ୟାଣୀ ନର୍ସିଂ ହୋମର ମାଲିକ ଡାକ୍ତର ଲକ୍ଷ୍ମୀ ନାରାୟଣ ସାହୁଙ୍କ ନିଜ ନର୍ସିଂ ହୋମରେ ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା ହେତୁ ତାଙ୍କୁ ନର୍ସିଂହୋମରେ ଭର୍ତି କରାଯାଇଥିଲା। ସେ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକରି ସ୍ବେଚ୍ଛାକୃତ ଅଵସର ନେଇଥିଲେ। ଜଣେ ଦକ୍ଷ ସର୍ଜନ ଓ ମେଳାପୀ ବ୍ୟକ୍ତି ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଡା ସାହୁଙ୍କ ବିୟୋଗରେ ଅନୁଗୁଳରେ ଶୋକର ଛାୟା ଖେଳିଯାଇଛି।

Share

Leave a Reply