ଅନୁଗୁଳରେ ଅଣ୍ଡା ମିଳୁନି

You are currently viewing ଅନୁଗୁଳରେ ଅଣ୍ଡା ମିଳୁନି

ଅନୁଗୁଳ: ଅନୁଗୁଳ ବଜାରରେ ଗତ ଦୁଇ-ତିନି ହେବ ଅଣ୍ଡା ମିଳୁନାହିଁ।ଆଜି ଅଣ୍ଡା ଗୋଟାକ ୧୦ ଟଙ୍କା ଦରରେ ବିକ୍ରୀ ହେଉଥିବା ଖବର ଆସୁଛି। ଶୀତ ବଢ଼ିଯିବା ଫଳରେ ବେକରୀ ସଂସ୍ଥା,ଫାଷ୍ଟ ଫୁଡ୍ ସଂସ୍ଥାରେ ଅଧିକ ଅଣ୍ଡା ବ୍ୟବହାର ହେଉଥିବାରୁ ଯୋଗାଣ ଯଥେଷ୍ଟ ହୋଇ ପାରୁନାହିଁ। ଜିଲ୍ଲାରେ ଲେୟର କୁକୁଡ଼ା ପାଳନ କମ ଏବଂ ବ୍ରୟେଲର୍ ଅଧିକ ପାଳନ ହେଉଥିବାରୁ ଆନ୍ଧ୍ର ଅଣ୍ଡା ଉପରେ ନିର୍ଭର କରିବାକୁ ପଡ଼ୁଛି। ଅଣ୍ଡା ଟ୍ରେ ଆଜି ୨୮୦ ଟଙ୍କାରେ ବିକ୍ରି ହେଉଥିବାରୁ ଅନେକ ଛୋଟଛୋଟ ଦୋକାନୀ ଅଣ୍ଡା କିଣିବା ମଧ୍ୟ ବନ୍ଦ ରଖିଛନ୍ତି।

Share

Leave a Reply