ସରକାରୀ ଘୋଷଣା ୨୯ରେ ଇଦ ଛୁଟି

You are currently viewing ସରକାରୀ ଘୋଷଣା ୨୯ରେ ଇଦ ଛୁଟି

ଅନୁଗୁଳ: ଆଜି ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆସନ୍ତା ଇଦ୍ ଉଲ୍ ଯୁହା ଛୁଟିରେ ପରିବର୍ତ୍ତନ କରିଛନ୍ତି।ପରିବର୍ତ୍ତିତ ଘୋଷଣା ଅନୁଯାୟୀ ଆସନ୍ତା ୩୦ ତାରିଖରେ ଇଦ୍ ଉଲ ଜୁହା ଛୁଟି ନ ହୋଇ ଜୁନ ୨୯ ତାରିଖରେ ପାଳନ କରାଯିବ। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ ।

Share

Leave a Reply