୮୧ ଗ୍ରାମ ବ୍ରାଉନ ସୁଗାର ଜବତ ୩ ଗିରଫ

You are currently viewing ୮୧ ଗ୍ରାମ ବ୍ରାଉନ ସୁଗାର ଜବତ ୩ ଗିରଫ

ଅନୁଗୁଳ: ଆଜି ଅନୁଗୁଳ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ହେମସୁରପଡା ଓ ପଞ୍ଚମହଲାରୁ ତିନି ଜଣ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ମଟର ସାଇକଲ ଜବତ କରାଯିବ ସହ ୮୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ। ଏହି ଚଢାଉରେ ଭକ୍ତବତ୍ସଲ ବର୍ମା, ଆଇଆଇସି, ରଂଜିତା ହରିଚନ୍ଦନ, ଗାୟତ୍ରୀ ମାଝୀ ଏସଆଇ ପ୍ରମୁଖ ସାମିଲ ଥିଲେ।

Share

Leave a Reply