ବିଲରେ ଟଳିପଡିଲେ ଚାଷୀ: ଆତ୍ମହତ୍ୟା ସନ୍ଦେହ

You are currently viewing ବିଲରେ ଟଳିପଡିଲେ ଚାଷୀ: ଆତ୍ମହତ୍ୟା ସନ୍ଦେହ

ଅନୁଗୁଳ: ଢେଙ୍କାନାଳ ଜିଲ୍କା ହାତୁରା ପଞ୍ଚାୟତ ଅନ୍ତର୍ଗତ କୁରୁମିଠା ଗାଁ ମୁଣ୍ଡରେ ଥିବା ଏକ ବିଲରେ ଜଣେ ଚାଷୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଗାଁର କ୍ଷୀରୋଦ କୁମାର ଜେନା(୫୦)। ବିଲରେ ସେ ପଡିଥିବା ବେଳେ ହାତରେ ତାଙ୍କର ଗୋଟିଏ ଵୋତଲ ଦେଖିବାକୁ ମିଳିଛି। ଏଣୁ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି।
ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Share

Leave a Reply