ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ୩ ଜଣଙ୍କ ନାଁରେ ମାମଲା

You are currently viewing ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ୩ ଜଣଙ୍କ ନାଁରେ ମାମଲା

ଅନୁଗୁଳ: ବିନା କାରଣରେ ଯୁବକଙ୍କୁ ମାଡ଼ ମରାଯାଇଥିବା ନେଇ ଅନୁଗୁଳ ଜିଲ୍ଲା କିଶୋରନଗର ଥାନାରେ ଅଭିଯୋଗ ହୋଇଛି।
ସ୍ଥାନୀୟ ଖଇରାମୁଣ୍ଡା ଗ୍ରାମର ଯଶୋବନ୍ତ ପ୍ରଧାନଙ୍କୁ ସେହି ଅଞ୍ଚଳର ପ୍ରଶାନ୍ତ ସାହୁ, ରାଜନ ଦେହୁରି, ଟୁବୁ ସାହୁ ମିଶି ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଏ ନେଇ ଯଶୋବନ୍ତ କିଶୋରନଗର ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ୨୦୩/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply