ଅନୁଗୁଳ: ବନ୍ତଳା ନୋଡାଲ ହାଇସ୍କୁଲରୁ ଚୋରି। ଦୁର୍ବୃତ୍ତମାନେ ଶାବଳରେ କମ୍ପ୍ୟୁଟର ଲ୍ୟାବ୍ ର ତାଲା ଭାଙ୍ଗି ଗୋଟିଏ ଜେନେରେଟର ଚୋରି କରି ନେଇଥିବା ବନ୍ତଳା ଥାନାରେ ଅଭିଯୋଗ ହୋଇଛି। ତେବେ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ଶାବଳଟି ବନ୍ତଳା ବଜାରର ଜଣେ ବ୍ୟକ୍ତିର ବୋଲି ଜଣାପଡ଼ିଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ବେହେରା ସୋମବାର ଏନେଇ ଏତଲା ଦେବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସ୍କୁଲରୁ ଜେନେରେଟର ଚୋରି
- Post published:June 29, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
