ତାଳଚେରରେ ଗୋ ମାଂସ ବୋଝେଇ ଗାଡ଼ି ଧରିଲା ବଜରଙ୍ଗ ଦଳ, ମାଫିଆଙ୍କୁ ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକ

You are currently viewing ତାଳଚେରରେ ଗୋ ମାଂସ ବୋଝେଇ ଗାଡ଼ି ଧରିଲା ବଜରଙ୍ଗ ଦଳ, ମାଫିଆଙ୍କୁ ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକ

ତାଳଚେର: ଶୁକ୍ରବାର ତାଳଚେର ବାଘୁଆବୋଲ ନିକଟରେ ଗୋ ମାଂସ ନେଉଥିବା ବେଳେ ମାଫିଆଙ୍କୁ ଧରିଛି ବଜରଙ୍ଗ ଦଳ।

ସୂଚନା ମୁତାବକ, ବଜରଙ୍ଗ ଦଳର ସଦସ୍ୟମାନେ ଖବର ପାଇ ଗୋ ମାଂସ ବୋଝେଇ ଗାଡ଼ିକୁ ଧରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏହି ମାଫିଆମାନଙ୍କୁ ଉତ୍ତମ ମଧ୍ୟମ ଦେବା ସହିତ ପୋଲିସ ଜିମା ଦେଇଛନ୍ତି।
ତେବେ ତାଳଚେର ଅଞ୍ଚଳକୁ ଗୋ ମାଂସ ଆସୁଛି କେଉଁଠୁ ‘ ଆଣୁଛି କିଏ, କାହାକୁ ଦେଉଛି, କିଏ ନେଉଛି ଏବଂ ଏସବୁ ମାଂସ କେଉଁ କାର୍ଯ୍ୟରେ ଲାଗୁଛି, ପୋଲିସ ତାହାର ତଦନ୍ତ କରି ସତ ସାମ୍ନାକୁ ଆଣୁ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

Share

Leave a Reply