ଅନୁଗୁଳ: ଅନୁଗୁଳରେ ପ୍ରଚଣ୍ଡ ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗାଡି ମଟର ସକାଳ ୮ଟା ପର୍ଯ୍ୟନ୍ତ ଵି ଲାଇଟ୍ ଜଳାଇ ଯାଉଥିବା ଦେଖା ଯାଇଛି। ସହରର ଦୋକାନ ବଜାରରେ ମଧ୍ୟ ଗହଳି ଦେଖିବାକୁ ମିଳିନଥିଲା।ଦିନ ୧୧ ଟା ପରେ ଖରା ସାମାନ୍ୟ ଆସିବା ପରେ ସ୍ଥିତି ସ୍ଵାଭାବିକ ହୋଇଥିଲା। ଘନ କୁହୁଡ଼ି ଯୋଗୁଁ ଏବେ ଥଣ୍ଡା,କାଶ ଏବଂ ଶ୍ୱାସନଳୀ ଜନିତ ରୋଗ ବୃଦ୍ଧି ପାଇଛି ।ରାଜ୍ୟ ପଣିପାଗ ବିଭାଗ ଏଥିନେଇ ପୂର୍ବରୁ ସତର୍କତା ବର୍ତ୍ତ। ଜଣାଇଛନ୍ତି।
ଅନୁଗୁଳରେ ଘନ କୁହୁଡି
- Post published:January 25, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul