ମା’ କଳାପାଟଙ୍କ ବାର୍ଷିକ ପୂଜା ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୫୫ ୟୁନିଟ୍ ରକ୍ତ ସଂଗୃହୀତ

You are currently viewing ମା’ କଳାପାଟଙ୍କ ବାର୍ଷିକ ପୂଜା ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୫୫ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ମା’ କଳାପାଟଙ୍କ ବାର୍ଷିକ ପୂଜା ଅବସରରେ ତଳଗଡ଼ର ବିନାୟକ କ୍ଲବ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସମ୍ମାନିତ ଅତିଥି ଭାବେ ତଳଗଡ଼ ସରପଞ୍ଚ ଅରବିନ୍ଦ ପ୍ରଧାନ, ସମିତିସଭ୍ୟ ପ୍ରଦ୍ୟୁମ୍ନ ସାହୁ, ପୂର୍ବତନ ସରପଞ୍ଚ ମନମୋହନ ସେଠୀ, ପୂର୍ବତନ ନାଏବ ସରପଞ୍ଚ ପଦ୍ମଚରଣ ପ୍ରଧାନ, ଶରତ ଚନ୍ଦ୍ର ଦେହୁରୀ, ଦଶରଥ ଦେହୁରୀ, ସୁବଳ ପ୍ରଧାନ, ବିନୟ ସାହୁ ସାମିଲ ହୋଇଥିଲେ।

Share

Leave a Reply