କଣିହାଁରୁ ୨୦ ଶାଳ ଗଣ୍ଡି ଜବତ

You are currently viewing କଣିହାଁରୁ ୨୦ ଶାଳ ଗଣ୍ଡି ଜବତ

ଅନୁଗୁଳ: ଗତ ୯ ତାରିଖ ଦିନ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣିହାଁ -୨ ଷ୍ଟାଫଙ୍କ ସହ ରେଞ୍ଜ ଅଫିସର ଝାରବେରଣି ଆଦର୍ଶ ସ୍କୁଲ ପାଖ ଛେମୁଣ୍ଡିଆ ତୈଳା ନିକଟରେ  ଚଢାଉ କରି ଏକ ଘରୋଇ ଜମିରେ ୨୦ ଟି ଶାଳ ଗଣ୍ଡୀ ଏବଂ ଗୋଟିଏ ହିରୋ ମାଷ୍ଟରୋ ସ୍କୁଟର ଜବତ କରିଥିଲେ। ଅଧିକ ଅନୁସନ୍ଧାନ ପାଇଁ ଜବତ ସାମଗ୍ରୀ ଗୁଡ଼ିକୁ କଣିହାଁ ରେଞ୍ଜ ଅଫିସ ନିଆ ଯାଇଥିଲା। ଚଢାଉରେ ସରୋଜ ସିଂହ ,ଫରେଷ୍ଟର,ମନୋଜ ନାଏକ,ଫରେଷ୍ଟ ଗାର୍ଡ,ବିଜୟ ସାହୁ,ବିକଳ୍ପ ସାହୁ ହାତୀ ସ୍କ୍ୱାଡ,ତପନ ମିଶ୍ର,ବିଦୁର ପ୍ରଧାନ,ଲିପୁନ ସାହୁ,ହାତୀ ସ୍କ୍ୱାର୍ଡ ପ୍ରମୁଖ ସାମିଲ ଥିଲେ ।

Share

Leave a Reply