କର୍ଣ୍ଣାଟକର ପ୍ରଭାରୀ ଭାବେ ଦାୟିତ୍ୱ ନେଲେ ଧର୍ମେନ୍ଦ୍ର ପ୍ରଧାନ, ଅନୁଗୁଳ ଜିଲ୍ଲା ବିଜେପି କଲା ସ୍ୱାଗତ

You are currently viewing କର୍ଣ୍ଣାଟକର ପ୍ରଭାରୀ ଭାବେ ଦାୟିତ୍ୱ ନେଲେ ଧର୍ମେନ୍ଦ୍ର ପ୍ରଧାନ, ଅନୁଗୁଳ ଜିଲ୍ଲା ବିଜେପି କଲା ସ୍ୱାଗତ

ଅନୁଗୁଳ : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗାମୀ କର୍ଣ୍ଣାଟକରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଦାୟିତ୍ୱ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦେଇଛନ୍ତି। ପୂର୍ବରୁ ଧର୍ମେନ୍ଦ୍ର ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ନେଇଥିଲେ। ସେତେବେଳେ ସେ ନିର୍ବାଚନ ଦାୟିତ୍ୱ ନେଇ ବିଜେପିକୁ ବଡ଼ ସଫଳତା ଦେଇଥିଲେ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂତନ ଦାୟିତ୍ୱ ମିଳିଥିବାରୁ ଅନୁଗୁଳ ଜିଲ୍ଲା ବିଜେପି ସ୍ୱାଗତ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share

Leave a Reply