ଖମାର ଚନ୍ଦନ ଯାତ୍ରା ଉତ୍ସବର ଚତୁର୍ଥ ସନ୍ଧ୍ଯା: ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

You are currently viewing ଖମାର ଚନ୍ଦନ ଯାତ୍ରା ଉତ୍ସବର ଚତୁର୍ଥ ସନ୍ଧ୍ଯା: ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଖମାର: ଚାଲିଛି ଖମାର ଚନ୍ଦନ ଯାତ୍ରା ଉତ୍ସବ। ଉତ୍ସବର ଚତୁର୍ଥ ସନ୍ଧ୍ଯାରେ ଓଲିଉଡ ଗାୟକ ମଣ୍ଟୁ ଛୁରିଆଙ୍କ ଗୀତରେ ମନ ଭରି ଝୁମିଛନ୍ତି ଦର୍ଶକ। ହଜାର ହଜାର ଦର୍ଶକଙ୍କ ଗହଣରେ ମଣ୍ଟୁ ଛୁରିଆ ଓ ତାଙ୍କ ଟିମ୍ ସଂଗୀତ ପରିବେଷଣ କରିଥିରେ।

କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ସାମ୍ବାଦିକ ଯୁଗଳ କିଶୋର ଜିତ୍ ଯୋଗଦେଇ ଥିଲେ। ମନ୍ଦିର କମିଟି ସଭାପତି ପ୍ରସନ୍ନ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଲକ୍ଷ୍ମୀଧର ବିଶ୍ବାଳ ପରିଚାଳନା କରିଥିଲେ।

ଖମାର ଯୁବକ ସଂଘ ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାତ୍ରା ଚାଲିଥିବା ଜଣାଯାଇଛି।

Share

Leave a Reply