ଅନୁଗୁଳ: ଆଜି ବଡି ଭୋର ସମୟରେ ଗଡତରାସ୍ ଗାଁର ସୁଧାକର ରାଉତଙ୍କ ଘରେ ଏକ ୬ ଫୁଟ ଲମ୍ବର ଅହିରାଜ ସାପ ପଶି ଯାଇଥିଲା। ଖବର ପାଇ ସର୍ପମିତ୍ର ଆଦିତ୍ୟ ବେହେରା ଏବଂ ସବର୍ଣି ରାଉତ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହାପରେ ରେଞ୍ଜର ନୀଳାଦ୍ରି ସାହୁଙ୍କ ତତ୍ୱାବଧାନରେ ତଥା ଫରେଷ୍ଟର ସିପୁନ ବେହେରାଙ୍କ ଉପସ୍ଥିତିରେ ସାପଟିକୁ ପାଖ ଜଙ୍ଗଲରେ ଛଡ଼ା ଯାଇଥିଲା ।
ଗଡତରାସ ଗାଁରୁ ଅହିରାଜ ଉଦ୍ଧାର
- Post published:November 23, 2024
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul