ଅନୁଗୁଳ: ୫ ଦଫା ଦାବି ନେଇ ଆଜି ସ୍ଥାନୀୟ କୁକୁଡ଼ାଙ୍ଗ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, କୁକୁଡ଼ାଙ୍ଗ ଗ୍ରାମରେ ଟିଏଫ୍ଏଲ୍ କମ୍ପାନୀ ଆଜିକୁ ଚାରି ବର୍ଷ ହେଲା କାର୍ଯ୍ୟ କରୁଛି। କିନ୍ତୁ ଗ୍ରାମବାସୀଙ୍କୁ କୌଣସି ସହାୟତା ମିଳୁନାହିଁ। ଏଣୁ ୫ ଦଫା ଦାବି ନେଇ ଆଜି କୁକୁଡ଼ାଙ୍ଗ ଗ୍ରାମବାସୀ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ।
WhatsApp Image 2025-01-01 at 7.31.01 AM(2)
WhatsApp Image 2025-01-27 at 7.17.00 PM(1)
f291b240-837c-484e-8a87-0d8e832e5723
WhatsApp Image 2025-01-01 at 7.31.01 AM
WhatsApp Image 2025-01-01 at 6.34.58 AM
WhatsApp Image 2025-01-01 at 9.28.56 AM(1)
WhatsApp Image 2025-01-01 at 9.38.20 AM
WhatsApp Image 2025-01-01 at 9.41.05 AM
WhatsApp Image 2025-01-01 at 10.28.46 AM