ଆସନ୍ତା କାଲି ମା’ବୁଢୀଙ୍କ ବାର୍ଷିକ ଯାତ୍ରା

You are currently viewing ଆସନ୍ତା କାଲି ମା’ବୁଢୀଙ୍କ ବାର୍ଷିକ ଯାତ୍ରା

ଅନୁଗୁଳ: ଭାଦ୍ରବ କୃଷ୍ଣପକ୍ଷ ଦ୍ଵିତୀୟା ତିଥିରେ ଅନୁଗୁଳ ଅଧିଷ୍ଠାତ୍ରୀ ଦେବୀ ମା’ବୁଢୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ନୀତି କାନ୍ତି ଚୁଡାନ୍ତ ହୋଇଛି।

ସକାଳ ୫ ଟା ବେଳେ ମା’ଙ୍କ ମଙ୍ଗଳ ଆଳତୀ,ସକାଳ ୧୦ ଟାରେ ଚଣ୍ଡୀ ପାଠ ପୂଜା, ମା’ଙ୍କ ଆଲମ ଶୋଭାଯାତ୍ରା ଅପରାହ୍ନ ୪ ଟାରେ ଆରମ୍ଭ ହେବ। ସେହିଭଳି ସନ୍ଧ୍ୟା ୭ ଟାରେ ମହା ଆଳତୀ ଏବଂ ୮ ଘଟିକରେ ପ୍ରସାଦ ସେବନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଭକ୍ତ ମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଯାତ୍ରା କମିଟି ପକ୍ଷରୁ ନିବେଦନ କରାଯାଇଛି ।

Share

Leave a Reply