ଟିଭିଏସ ୧୫୦ ସିଶିର ନୂଆ ଏନ୍ଟର୍କ ସ୍ପୋର୍ଟ ସ୍କୁଟରର ବଜାର ପ୍ରବେଶ

You are currently viewing ଟିଭିଏସ ୧୫୦ ସିଶିର ନୂଆ ଏନ୍ଟର୍କ ସ୍ପୋର୍ଟ ସ୍କୁଟରର ବଜାର ପ୍ରବେଶ

ଅନୁଗୁଳ: ସ୍ଥାନୀୟ କରଡ଼ାଗାଡି ସ୍ଥିତ ଆଶ୍ରୀନାରାୟଣି ଅଟୋମୋଟିଭ ପ୍ରାଇଭେଟ୍ ଲିମିଟେଡର ଟିଭିଏସ ୧୫୦ ସିଶି ର ନୂଆ ଏନ୍ଟର୍କ ସ୍ପୋର୍ଟ ସ୍କୁଟରର ବଜାର ପ୍ରବେଶ କରାଯାଇଛି। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ଭଟ୍ଟଙ୍କ ସମେତ ଏରିଆ ମ୍ୟାନେଜର ଦୀପକ ମହାପାତ୍ର ଏବଂ ଟେରିଟରି ମ୍ୟାନେଜର ରବିକାନ୍ତ ଆନନ୍ଦ ଉପସ୍ଥିତ ରହି ବଜାର ପ୍ରବେଶ ସମାରୋହକୁ ଉଦଘାଟନ କରିଥିଲେ।

ସ୍କୁଟରଟିର ଅତ୍ୟାଧୁନିକ ଶେଫ୍ଟି ଫିଚର୍, ପ୍ରୋଜେକ୍ଟର ହେଡ୍ ଲ୍ୟାମ୍ପ, ଉତ୍ତମ ବ୍ରେକ, ଆରାମଦାୟକ ଯାତ୍ରା ଗ୍ରାହକର ପ୍ରଥମ ପସନ୍ଦ ହେବ ବୋଲି ଶ୍ରୀ ଭଟ୍ଟ ପ୍ରକାଶ କରିଥିଲେ।

Share

Leave a Reply