ଅନୁଗୁଳ ଅଗ୍ନିଶମ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ଡିଭିଜନ୍‌ରେ ମକ୍‌ଡ୍ରିଲ୍‌

You are currently viewing ଅନୁଗୁଳ ଅଗ୍ନିଶମ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ଡିଭିଜନ୍‌ରେ ମକ୍‌ଡ୍ରିଲ୍‌

ଅନୁଗୁଳ: ଅଗ୍ନିଶମ ସପ୍ତାହ ପାଳନ ଅବସରରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ଡିଭିଜନ୍‌ ସେକ୍ସନ୍‌ ୨ ଆର୍‌ସିଏମ୍‌ଏସ୍‌ଠାରେ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଛି। ଅନୁଗୁଳ ଅଗ୍ନିଶମ ଅଫିସର କର୍ମଚାରୀ ସୁକାନ୍ତ ନାଥ, ପ୍ରଶାନ୍ତ ବେହେରା, କୀର୍ତ୍ତି ରଞ୍ଜନ ବେହେରା ଓ ସୁମନ୍ତ କୁମାର ସାହୁ ପ୍ରମୁଖ ମକ୍‌ ଡ୍ରିଲରେ ସାହାଯ୍ୟ କରିଥିଲେ। ଜିଲ୍ଲା ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକାଲ ଏସ୍‌ଡିଓ ସୁନୀଲ ନନ୍ଦ ଓ ସେଫ୍ଟି ଇନ୍‌ଚାର୍ଜ ହିମାଦ୍ରୀ ଶେଖର ବେହେରା ଉପସ୍ଥିତ ଥିଲେ।

Share

Leave a Reply