ବାୟୋ ମେଡ଼ିକାଲ ଆବର୍ଜନା ଗାଡି ଦୁର୍ଘଟଣାଗ୍ରସ୍ତ

You are currently viewing ବାୟୋ ମେଡ଼ିକାଲ ଆବର୍ଜନା ଗାଡି ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ: ଅନୁଗୁଳ ହସ୍ପିଟାଲର ଵାୟୋ ମେଡ଼ିକାଲ ଆବର୍ଜନା ବୋହୁଥିବା
ଗାଡି ଜଙ୍ଗଲ ରାସ୍ତାରେ ମଙ୍ଗଳବାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଗାଡି ଓଡ଼ି ୧୯ ଏଲ ୯୮୯୦ ଟି ଟାଇଁସି ଦେଇ ଯାଉଥିବା ସମୟରେ ଜଗନ୍ନାଥ ପୂର୍ବରୁ ଭାରସାମ୍ୟ ହରାଇ ରାସ୍ତା କଡ ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ ଚାଳକର ମୁଣ୍ଡ ଫତିଯାଇଥିଲା।ଆବର୍ଜନା ସଂଗ୍ରହ ପାଇଁ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।

Share

Leave a Reply