ବିଧାୟକଙ୍କ ପାଣ୍ଠିରୁ ସ୍ଥାପିତ ୨ଟି ମିନି ମାଷ୍ଟ ଲାଇଟ୍ ଉଦଘାଟିତ, ଧନ୍ୟବାଦ ଜଣାଇଲେ ଗାଁ ଲୋକ

You are currently viewing ବିଧାୟକଙ୍କ ପାଣ୍ଠିରୁ ସ୍ଥାପିତ ୨ଟି ମିନି ମାଷ୍ଟ ଲାଇଟ୍ ଉଦଘାଟିତ, ଧନ୍ୟବାଦ ଜଣାଇଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନୁଗୁଳ ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ପଞ୍ଚାୟତର ବାବା ରଣେଶ୍ୱର ମନ୍ଦିର ଛକ ଓ କୁମୁରିସିଂହା ପଞ୍ଚାୟତର ପାତେଳୀ ଗ୍ରାମ ଛକରେ ୨ଗୋଟି ମିନି ମାଷ୍ଟ ଲାଇଟ ବିଧାୟକ ରଜନୀକାନ୍ତ ସିଂହଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ସ୍ଥାପନ କରାଯାଇଛି। ଏହାକୁ ବିଧାୟକ ନିଜେ ଉଦଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଅନୁଗୁଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ରେବତୀ ନାଏକ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ, ଅରୁଣାଭ ସିଂହ, ସରପଞ୍ଚ ସୁଜିତ ମହାଳିକ, ସରପଞ୍ଚ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

Share

Leave a Reply