ସାପ କାମୁଡ଼ାରେ ନାବାଳକ ମୃତ, ପରିବାରରେ ଶୋକର ଛାୟା

You are currently viewing ସାପ କାମୁଡ଼ାରେ ନାବାଳକ ମୃତ, ପରିବାରରେ ଶୋକର ଛାୟା

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗାଁରେ ସାପ କାମୁଡ଼ାରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଦେବାନନ୍ଦ ନାଏକଙ୍କ ପୁଅ ମିଥିଳେଶ ନାଏକ (୬)।

ମିଥିଳେଶଙ୍କୁ ସାପ କାମୁଡ଼ିଥିବା ବିଷୟରେ ଘର ଲୋକ ଜାଣିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ସେଠାରେ ଡାକ୍ତର ମିଥିଳେଶଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି। ମିଥିଳେଶଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି।

Share

Leave a Reply