ସ୍କୁଟିକୁ ଧକ୍କା ଦେଇ ଚାପି ଦେଲା ଟ୍ରକ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ଓଭରବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧୪୯ ନଂ ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ସାବିତ୍ରୀ ବେହେରାଙ୍କ ଜୀବନ ଯାଇଥିବାବେଳେ ତାଙ୍କ ସ୍ୱାମୀ…

Continue Readingସ୍କୁଟିକୁ ଧକ୍କା ଦେଇ ଚାପି ଦେଲା ଟ୍ରକ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଅନୁଗୋଳ: ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ସାହିରେ ଜଣେ ୬ ମାସର ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ କଣ୍ଟାବଣିଆ ଥାନା କୁଶୁପଙ୍ଗା ଗ୍ରାମର ସୋନାଲି ନାୟକ (୨୨)। ଗତ ଫେବ୍ରୁଆରୀ ୨୨ ତାରିଖରେ ଗଣେଶ ସାମଲଙ୍କ ସହ…

Continue Readingନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୨ ୟୁନିଟ୍‌ ରକ୍ତ ସଂଗୃହୀତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ସ୍ଥିତ ପ୍ରଜ୍ଞା ଜାଗୃତି ଶିକ୍ଷାନିକେତନ ପରିସରରେ ନ୍ୟାସନାଲ କ୍ଲବ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୋଟ ୫୨ ଜଣ ସ୍ବେଚ୍ଛାସେବୀ ସ୍ବଇଚ୍ଛାରେ ରକ୍ତଦାନ କରିଛନ୍ତି।…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୨ ୟୁନିଟ୍‌ ରକ୍ତ ସଂଗୃହୀତ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ପଞ୍ଚାୟତର ପନ୍ଦରଭରଣୀଆ ଗ୍ରାମରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଏମସିଏଲ୍ କୁ ଡ୍ୟୁଟି ଯାଉଥିବା ବେଳେ ସୁଶାନ୍ତ ସାହୁ ନାମକ ଜଣେ ଯୁବକଙ୍କୁ କିଛି…

Continue Readingଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବଅଁରପାଳ କୋର୍ଟ ପରିସରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳସ୍ଥ ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ୭୭ତମ ବନ ମହୋତ୍ସବ ସପ୍ତାହ ସ୍ଥାନୀୟ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବେଶ୍ ଉତ୍ସାହର ସହ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ…

Continue Readingବଅଁରପାଳ କୋର୍ଟ ପରିସରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ

ଜମିବାଡ଼ି ବିବାଦ: ଭୟରେ ପରିବାର ସହ ଗାଁ ଛାଡ଼ିଲେ ଯୁବକ, ଥାନାରେ ଅଭିଯୋଗ

ଅନୁଗୋଳ: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ତଳମୂଳ ପାଟଣା ସାହିରେ ଏକ ପରିବାର ଗ୍ରାମ ଛାଡ଼ିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, କୃଷ୍ଣଚନ୍ଦ୍ର ସାହୁଙ୍କ ଦୁଇ ପତ୍ନୀଙ୍କ ପରିବାର ମଧ୍ୟରେ ୧୯୮୨ ମସିହାରୁ ସମ୍ପତ୍ତି ଭାଗବଣ୍ଟାକୁ…

Continue Readingଜମିବାଡ଼ି ବିବାଦ: ଭୟରେ ପରିବାର ସହ ଗାଁ ଛାଡ଼ିଲେ ଯୁବକ, ଥାନାରେ ଅଭିଯୋଗ

ଲଗାଣ ବର୍ଷାରେ ବେହାଲ ୫୫ ନମ୍ବର ଜାତୀୟ ରାଜପଥ, ଯାତାୟାତ ବାଧାପ୍ରାପ୍ତ

ଅନୁଗୋଳ: ରାଜ୍ୟରେ ଜାରି ରହିଥିବା ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ ଅନୁଗୋଳ ଜିଲ୍ଲା ପାଇଁ ପାଣିପାଗ ବିଭାଗ 'ରେଡ୍ ଆଲର୍ଟ' ଜାରି କରିଛି। ଗତ ତିନି ଦିନର ଅବିରତ ବର୍ଷା ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ପକାଇଛି। ବଅଁରପାଳ ନୂଆହତା…

Continue Readingଲଗାଣ ବର୍ଷାରେ ବେହାଲ ୫୫ ନମ୍ବର ଜାତୀୟ ରାଜପଥ, ଯାତାୟାତ ବାଧାପ୍ରାପ୍ତ

ଭାରସାମ୍ୟ ହରାଇ ଓଲଟିଲା ମାଲବାହୀ ଟ୍ରକ; ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ୫୫ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ଣ ପ୍ରାୟ ୧୨ଟା ସମୟରେ ଯୋରାଗାଡ଼ିଆ ଗ୍ରୀଡ୍ ସମ୍ମୁଖରେ ଏକ ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଓଲଟି…

Continue Readingଭାରସାମ୍ୟ ହରାଇ ଓଲଟିଲା ମାଲବାହୀ ଟ୍ରକ; ଅଳ୍ପକେ ବର୍ତ୍ତିଲେ ଚାଳକ

ନାବାଳିକା ଅପହରଣ ଅଭିଯୋଗ, ଥାନାର ଦ୍ୱାରସ୍ଥ ପରିବାର

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଧୀନସ୍ଥ ନୂଆହତା ଗ୍ରାମର ଡିହସାହିରୁ ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗତ ୧ ତାରିଖ ଦିନ ଘରେ କେହି ନଥିବା ବେଳେ ୧୫ ବର୍ଷୀୟା ନାବାଳିକା…

Continue Readingନାବାଳିକା ଅପହରଣ ଅଭିଯୋଗ, ଥାନାର ଦ୍ୱାରସ୍ଥ ପରିବାର

ବଅଁରପାଳରେ ‘ଓଡ଼ିଶା ସାରା ବିକାଶ ଧାରା’ କାର୍ଯ୍ୟକ୍ରମ: ସରକାରୀ ଯୋଜନା ସମ୍ପର୍କରେ ସଚେତନତା

ଅନୁଗୋଳ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବଅଁରପାଳ ବ୍ଲକ ପଞ୍ଚାୟତ ସମିତି ସଭାଗୃହଠାରେ “ଓଡ଼ିଶା ସାରା ବିକାଶ ଧାରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୧୭ରୁ ୨୨ ଜୁନ୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି…

Continue Readingବଅଁରପାଳରେ ‘ଓଡ଼ିଶା ସାରା ବିକାଶ ଧାରା’ କାର୍ଯ୍ୟକ୍ରମ: ସରକାରୀ ଯୋଜନା ସମ୍ପର୍କରେ ସଚେତନତା