ଏପି ସିଂହ ମେମୋରିଆଲ ଓ ମା’ ବ୍ରହ୍ମlୟଣୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ

ଅନୁଗୁଳ: ୧୩ ତମ ସର୍ବ ଭାରତୀୟ ଏପି ସିଂହ ମେମୋରିଆଲ ଓ ୩୩ ତମ ମା ବ୍ରହ୍ମାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବଅଁରପାଳ ଗୋତମରା ସ୍ଥିତ ଖେଳ ପଡ଼ିଆଠାରେ ଉଦଘାଟିତ ହୋଇଯାଇଛି। ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ମୁଖ୍ୟ ଅତିଥି…

Continue Readingଏପି ସିଂହ ମେମୋରିଆଲ ଓ ମା’ ବ୍ରହ୍ମlୟଣୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ

ଶ୍ରୀ ସାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସାଇ ମହାପ୍ରଭୁଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି। କଳସ ଯାତ୍ରା ସହ ପୂଜା ଅର୍ଚ୍ଚନା ହୋଇଥିଲା। ବୁଧବାର ଭୋରରୁ ସୂର୍ଯ୍ୟ ପୂଜା ସହ ହୋମଯଜ୍ଞ କାର୍ଯ୍ୟ…

Continue Readingଶ୍ରୀ ସାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଡିଉଟିକୁ ଯିବା ବେଳେ କାଳ ସାଜିଲା ପିକଅପ୍: ବାଇକ୍ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ଗୋତମରା ଓଭରବ୍ରିଜ୍ ଉପରେ ଏକ ଦ୍ରୁତଗାମୀ ପିକଅପ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ପ୍ରାଣହାନି ଘଟିଛି। ମୃତକ ହେଲେ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି। ଶକ୍ତି…

Continue Readingଡିଉଟିକୁ ଯିବା ବେଳେ କାଳ ସାଜିଲା ପିକଅପ୍: ବାଇକ୍ ଆରୋହୀ ମୃତ

ଦୁଇ ଦିନ ଧରି ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ଅନୁଗୁଳ: ବଅଁରପାଳ ମୌଜାସ୍ଥ ମଣ୍ଡପ ସାହି କୋଠାଘର ଭଗବତ ମନ୍ଦିର ପ୍ରାଙ୍ଗଣରେ ୪୭ ତମ ନାମ ଯଜ୍ଞ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଦୁଇ ଦିନ ଧରି ଅଷ୍ଟ ପ୍ରହର ଅନୁଷ୍ଠିତ ହୋଇଯାଇଛି। ନଅ ତାରିଖ ସନ୍ଧ୍ୟାରେ ଶୁଭ ଅଧିବାସ, ଶନିବାର…

Continue Readingଦୁଇ ଦିନ ଧରି ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଓଡିଶା ସରକାର ନେଇଛନ୍ତି ପଦକ୍ଷେପ। ଏଥିପାଇଁ ବିଦ୍ୟାଳୟର ଭିତ୍ତିଭୂମି ଓ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପାଇଁ ଓଡିଶାର ପ୍ରତି ବ୍ଲକରେ ୨ଟି ଲେଖା ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ…

Continue Readingଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର: ଗିରିଧି ବାସିଆ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ

ବଅଁରପାଳ: ଅନୁଗୁଳ ଜିଲ୍ଲା ଫୁଲପଡା ପଞ୍ଚାୟତ ଗିରିଧି ବାସିଆ ଗ୍ରାମ ଜଙ୍ଗଲରେ ଜଣେ ଯୁବକର ଶବ ଉଦ୍ଧାର ହୋଇଛି। ଗ୍ରାମର କିଛି ମହିଳା କାଠ ଗୋଟାଇବାକୁ ଯାଇଥିବା ବେଳେ ଏକ ଗଛରେ ଜଣେ ଅଜଣା ଯୁବକ ଝୁଲୁଥିବା ଦେଖିଥିଲେ। ସେମାନେ ଗ୍ରାମରେ…

Continue Readingଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର: ଗିରିଧି ବାସିଆ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ

ଜୁନିୟର ଜାତୀୟ ଭଲିବଲ ଚାମ୍ପିୟନସିପରେ ସାମିଲ ହେଲେ ଅନୁଗୁଳର କାହ୍ନା ନାଏକ

ଅନୁଗୁଳ: ଜୁନିୟର ନ୍ୟାସନାଲ ଭଲିବଲ ଚାମ୍ପିୟନସିପ ସାମିଲ ହୋଇଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତ ତାଳବାହାଳି ଗ୍ରାମର କାହ୍ନା ନାଏକ।ନାଲ ଭଲିବଲ ଚାମ୍ପିୟନସିପ ସାମିଲ ହୋଇଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତ ତାଳବାହାଳି…

Continue Readingଜୁନିୟର ଜାତୀୟ ଭଲିବଲ ଚାମ୍ପିୟନସିପରେ ସାମିଲ ହେଲେ ଅନୁଗୁଳର କାହ୍ନା ନାଏକ

ରାସ୍ତା କଡ଼ରେ ପଡ଼ିଛି ପେଟି ପେଟି କୋଲଡ ଡ୍ରିଙ୍କ, କିଏ ଓ କାହିଁକି ପକାଇଛି କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳରେ ରାସ୍ତା କଡ଼ରେ ପଡ଼ିଛି ପେଟି ପେଟି କୋଲଡ ଡ୍ରିଙ୍କ। ସମସ୍ତ ଥଣ୍ଡା ପାନୀୟ ଏକ୍ସପାୟରି ହୋଇଯାଇଥିବା ଜଣାଯାଇଛି। ତେବେ ସାର୍ବଜନୀନ ସ୍ଥାନରେ କିଏ ଏକ୍ସପାୟରି ଥଣ୍ଡା ପାନୀୟ ପକାଇଛି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ,…

Continue Readingରାସ୍ତା କଡ଼ରେ ପଡ଼ିଛି ପେଟି ପେଟି କୋଲଡ ଡ୍ରିଙ୍କ, କିଏ ଓ କାହିଁକି ପକାଇଛି କାରଣ ଅସ୍ପଷ୍ଟ

ଗାଧୋଇବାକୁ ଯାଇ ପାଣିରେ ବୁଡ଼ି କୃଷକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡିର ତଳମୂଳ ପଞ୍ଚାୟତ ଶିମିଳିଛୁଇଁ ଗ୍ରାମରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ସନ୍ୟାସୀ ବେହେରା। ସୂଚନା ମୁତାବକ, ସନ୍ୟାସୀ ସକାଳେ ବିଲକୁ ଧାନ…

Continue Readingଗାଧୋଇବାକୁ ଯାଇ ପାଣିରେ ବୁଡ଼ି କୃଷକଙ୍କ ମୃତ୍ୟୁ

ଗୋତମରା ପୂର୍ବତନ ସରପଞ୍ଚଙ୍କ ପରଲୋକ

ବଅଁରପାଳ: ଗୋତମରା ପୂର୍ବତନ ସରପଞ୍ଚ ନଗେନ୍ଦ୍ର କୁମାର ସିଂ (୮୦)ଙ୍କ ଭୁବନେଶ୍ବର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ସ୍ଵର୍ଗତ ସିଂ ଅନୁଗୁଳର ପୂର୍ବତନ ମନ୍ତ୍ରୀ ତଥା ପାଞ୍ଚଗଡ଼ର ଅଦ୍ବିତୀୟ ନେତା ସ୍ଵର୍ଗତ ଅଦୈତ୍ୟ ପ୍ରସାଦ ସିଂଙ୍କ ଭାଇ ତଥା ଅନୁଗୁଳ…

Continue Readingଗୋତମରା ପୂର୍ବତନ ସରପଞ୍ଚଙ୍କ ପରଲୋକ