କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ: ବଅଁରପାଳରେ ଉତ୍ତେଜନା, ୩ ଘଣ୍ଟା ରାସ୍ତା ଅବରୋଧ

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ନୂଆହତା ବାଇପାସ୍‌ରେ ଏକ ଦ୍ରୁତଗାମୀ କାର୍ (OD 02 CG 5929) ଧକ୍କାରେ ଜୁରାଗାଡ଼ିଆ ଗ୍ରାମର ସତ୍ୟଜିତ ନାୟକଙ୍କ ମୃତ୍ୟୁ ଘଟିଛି। ସତ୍ୟଜିତ ପରିବା ଆଣିବାକୁ ବଜାର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।…

Continue Readingକାର୍ ଧକ୍କାରେ ବାଇକ୍ ଆରୋହୀ ମୃତ: ବଅଁରପାଳରେ ଉତ୍ତେଜନା, ୩ ଘଣ୍ଟା ରାସ୍ତା ଅବରୋଧ

ଅନୁଗୁଳରୁ ନିଖୋଜ ହୋଇଥିବା ଦୁଇ ନାବାଳିକା ହାଇଦ୍ରାବାଦରୁ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରୁ ନିଖୋଜ ଥିବା ଦୁଇ ନାବାଳିକାକୁ ହାଇଦ୍ରାବାଦରୁ ଉଦ୍ଧାର କଲା ବଅଁରପାଳ ପୋଲିସ। ସୂଚନା ମୁତାବକ, ମାର୍ଚ୍ଚ ମାସ ତିନି ତାରିଖରେ ବଅଁରପାଳ ଥାନାରେ ପରିବାର ପକ୍ଷରୁ ଦୁଇ ନାବାଳିକା ନିଖୋଜ ନେଇ ଥାନାରେ…

Continue Readingଅନୁଗୁଳରୁ ନିଖୋଜ ହୋଇଥିବା ଦୁଇ ନାବାଳିକା ହାଇଦ୍ରାବାଦରୁ ଉଦ୍ଧାର

ଶୂନ୍ୟବ୍ରହ୍ମ ପ୍ରଭୁ ମହିମା ଅଲେଖଙ୍କ ବାର୍ଷିକ ବାଲ୍ୟଲୀଳା ଉତ୍ସବ: ଅନୁଗୁଳ ବିଧାୟକ ଯୋଗଦେଇ ଆଶୀର୍ବାଦ କାମନା କଲେ

ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ ବନ୍ଦା ଠାରେ କୌପୀନଧାରୀ ମହିମା ଭକ୍ତ ସାମାଜ ଦ୍ଵାରା ଆୟୋଜିତ ଶୂନ୍ୟବ୍ରହ୍ମ ପ୍ରଭୁ ମହିମା ଅଲେଖଙ୍କ ବାର୍ଷିକ ବାଲ୍ୟଲୀଳା ଉତ୍ସବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ବିଧାୟକ ଦଳର ନେତୃବୃନ୍ଦଙ୍କ…

Continue Readingଶୂନ୍ୟବ୍ରହ୍ମ ପ୍ରଭୁ ମହିମା ଅଲେଖଙ୍କ ବାର୍ଷିକ ବାଲ୍ୟଲୀଳା ଉତ୍ସବ: ଅନୁଗୁଳ ବିଧାୟକ ଯୋଗଦେଇ ଆଶୀର୍ବାଦ କାମନା କଲେ

ହାଇଓ୍ବା ବାଇକ୍ ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ

ଅନୁଗୁଳ: ହାଇଓ୍ବା ବାଇକ୍ ମୁହାଁମୁହିଁ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ବାଇକ୍ ଆରୋହୀ ଜଣକ ହେଲେ ତାଳଚେର ଏନଟିପିସି ସରଧାପୁର ଗ୍ରାମର କୃଷ୍ଣ ଭୁତିଆଙ୍କ ୨୨ ବର୍ଷୀୟ ପୁଅ ସିଲୁ ଭୁତିଆ। ବଅଁରପାଳ ଥାନା ନିକଟ ନୂଆହତା ପଞ୍ଚାୟତ…

Continue Readingହାଇଓ୍ବା ବାଇକ୍ ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ

ଅନୁଗୁଳରେ ବିକାଶର ନୂଆ ଅଧ୍ୟାୟ: ବିଧାୟକଙ୍କ ଦ୍ୱାରା କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଆଜି ବିକାଶମୂଳକ କାର୍ଯ୍ୟର ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ କରକମଳରେ ଆଜି ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କୋଟି କୋଟି ଟଙ୍କାର…

Continue Readingଅନୁଗୁଳରେ ବିକାଶର ନୂଆ ଅଧ୍ୟାୟ: ବିଧାୟକଙ୍କ ଦ୍ୱାରା କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ

ଗୋତମରା କ୍ରିକେଟ ମହାକୁମ୍ଭ: ବାଲେଶ୍ୱରକୁ ହରାଇ ଗ୍ରାଣ୍ଡ ଫାଇନାଲରେ ତମାଣ୍ଡୋ ଭୁବନେଶ୍ୱର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗୋତମରା ଖେଳ ପଡ଼ିଆଠାରେ ୧୩ତମ ସର୍ବ ଭାରତୀୟ ଏପି ସିଂହ ମେମୋରିଆଲ ଏବଂ ୩୩ତମ ମା ବ୍ରହ୍ମାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ଏହି ରୋମାଞ୍ଚକର ମୁକାବିଲାରେ ଟମାଣ୍ଡୋ ଭୁବନେଶ୍ୱର ଏବଂ…

Continue Readingଗୋତମରା କ୍ରିକେଟ ମହାକୁମ୍ଭ: ବାଲେଶ୍ୱରକୁ ହରାଇ ଗ୍ରାଣ୍ଡ ଫାଇନାଲରେ ତମାଣ୍ଡୋ ଭୁବନେଶ୍ୱର

ଏପି ସିଂହ ମେମୋରିଆଲ ଓ ମା’ ବ୍ରହ୍ମlୟଣୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ

ଅନୁଗୁଳ: ୧୩ ତମ ସର୍ବ ଭାରତୀୟ ଏପି ସିଂହ ମେମୋରିଆଲ ଓ ୩୩ ତମ ମା ବ୍ରହ୍ମାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବଅଁରପାଳ ଗୋତମରା ସ୍ଥିତ ଖେଳ ପଡ଼ିଆଠାରେ ଉଦଘାଟିତ ହୋଇଯାଇଛି। ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ମୁଖ୍ୟ ଅତିଥି…

Continue Readingଏପି ସିଂହ ମେମୋରିଆଲ ଓ ମା’ ବ୍ରହ୍ମlୟଣୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ

ଶ୍ରୀ ସାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସାଇ ମହାପ୍ରଭୁଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି। କଳସ ଯାତ୍ରା ସହ ପୂଜା ଅର୍ଚ୍ଚନା ହୋଇଥିଲା। ବୁଧବାର ଭୋରରୁ ସୂର୍ଯ୍ୟ ପୂଜା ସହ ହୋମଯଜ୍ଞ କାର୍ଯ୍ୟ…

Continue Readingଶ୍ରୀ ସାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଡିଉଟିକୁ ଯିବା ବେଳେ କାଳ ସାଜିଲା ପିକଅପ୍: ବାଇକ୍ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ଗୋତମରା ଓଭରବ୍ରିଜ୍ ଉପରେ ଏକ ଦ୍ରୁତଗାମୀ ପିକଅପ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ପ୍ରାଣହାନି ଘଟିଛି। ମୃତକ ହେଲେ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି। ଶକ୍ତି…

Continue Readingଡିଉଟିକୁ ଯିବା ବେଳେ କାଳ ସାଜିଲା ପିକଅପ୍: ବାଇକ୍ ଆରୋହୀ ମୃତ

ଦୁଇ ଦିନ ଧରି ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ଅନୁଗୁଳ: ବଅଁରପାଳ ମୌଜାସ୍ଥ ମଣ୍ଡପ ସାହି କୋଠାଘର ଭଗବତ ମନ୍ଦିର ପ୍ରାଙ୍ଗଣରେ ୪୭ ତମ ନାମ ଯଜ୍ଞ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଦୁଇ ଦିନ ଧରି ଅଷ୍ଟ ପ୍ରହର ଅନୁଷ୍ଠିତ ହୋଇଯାଇଛି। ନଅ ତାରିଖ ସନ୍ଧ୍ୟାରେ ଶୁଭ ଅଧିବାସ, ଶନିବାର…

Continue Readingଦୁଇ ଦିନ ଧରି ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ