ନାବାଳିକା ଉଦ୍ଧାର

You are currently viewing ନାବାଳିକା ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହରର ହୁଲୁରିସିଂହା ଅଞ୍ଚଳରୁ ନିଖୋଜ ଜଣେ ୧୬ ବର୍ଷୀୟ ନାବାଳିକାକୁ ଅନୁଗୁଳ ଥାନା ପୁଲିସ ଶନିବାର ଉଦ୍ଧାର କରିଛି। ବନ୍ତଳା ଥାନା ତୁମୁଣି ଗ୍ରାମରେ ନାବାଳିକା ଜଣକ ଥିବା ଜାଣିପାରିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ରବିବାର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ ପାଇଁ ହାଜର କରାଇଥିଲେ। ପରେ ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Share

Leave a Reply