ଅନୁଗୁଳ ମେଡ଼ିକାଲରୁ ଫୋନ୍ ଚୋରି

You are currently viewing ଅନୁଗୁଳ ମେଡ଼ିକାଲରୁ ଫୋନ୍ ଚୋରି

 

 

ଅନୁଗୁଳ: ଗୁରୁବାର ରାତିରେ ଅନୁଗୁଳ ମେଡ଼ିକାଲରୁ ଜଣେ ରୋଗୀଙ୍କ ମୋବାଇଲ ଫୋନ ଚୋରି ହୋଇଯାଇଛି। ପରଜଙ୍ଗ ଥାନା ଆମ୍ବପଳାସ ଗାଁର ସୁନିଲ ଭୋଇ ମେଲ ୱାର୍ଡ ୫୨ ନମ୍ୱର୍ ବେଡରେ ଥିବା ବେଳେ ଗତ ରାତିରେ କେହି ତାଙ୍କ ଭିଭୋ ଫୋନ୍‌ଟିକୁ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି। ଅନୁଗୁଳ ମେଡ଼ିକାଲରୁ ବାରମ୍ବାର ଫୋନ୍ ଚୋରି ହେଉଥିବାରୁ ରୋଗୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share

Leave a Reply