ଡେରା ଛକ ଠାରୁ ହାଣ୍ଡିଧୁଆଁ ଛକ ପର୍ଯ୍ୟନ୍ତ ଆଲୋକିକରଣର ଭୂମିପୂଜନ, ଯୋଗ ଦେଲେ ସାଂସଦ

You are currently viewing ଡେରା ଛକ ଠାରୁ ହାଣ୍ଡିଧୁଆଁ ଛକ ପର୍ଯ୍ୟନ୍ତ ଆଲୋକିକରଣର ଭୂମିପୂଜନ, ଯୋଗ ଦେଲେ ସାଂସଦ

ଅନୁଗୁଳ : ସ୍ଥାନୀୟ ଡେରା ଛକ ଠାରୁ ହାଣ୍ଡିଧୁଆଁ ଛକ ପର୍ଯ୍ୟନ୍ତ ଆଲୋକିକରଣ କାର୍ଯ୍ୟକ୍ରମର ଭୂମିପୂଜନ ବୁଧବାର ହୋଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଶିଷ୍ଟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ(AUCCB) ର ସଭାପତି ସନ୍ତୋଷ କୁମାର ପ୍ରଧାନ, ତାମଡ଼ା ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୨୧ନଂ ଜୋନ ଜିଲ୍ଲା ପରିଷଦ ସତ୍ୟଭାମା ସାହୁ, ବିଜୁ ଜନତା ଦଳର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply