ଅନୁଗୁଳ: ଆସନ୍ତା ଫେବୃୟାରୀ ୧୦ ତାରିଖରେ ଅନୁଗୁଳ ଶଙ୍କର ସିନେମା ରୋଡସ୍ଥିତ କାମଧେନୁ ଆୟୁର୍ବେଦ ଭବନ ଠାରେ ଏକ ନାଡି ପରୀକ୍ଷଣ ଓ ଚିକିତ୍ସା ଶିବିର ଆୟୋଜିତ ହେଉଚି। ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବାଙ୍ଗାଲୋର ସ୍ଥିତ ଆଶ୍ରମର ସୂପ୍ରସିଦ୍ଧ ବୈଦ୍ୟରାଜ୍ ଡା ଗୋଦାବରୀ ପାଳ ଉପସ୍ଥିତ ରହି ରୋଗୀମାନଙ୍କ ଚିକିତ୍ସା କରିବେ। ହୃଦ୍ ରୋଗ,ଶ୍ୱାସ, ବାତ,ଆଣ୍ଠୁ ପୀଡ଼ା, ଅଣ୍ଟା ପୀଡ଼ା,ଚର୍ମ ରୋଗ ପେଟ ରୋଗ,ମଧୁମେହ,ବ୍ଲଡ଼ ପ୍ରେସର୍ ଆଦି ପୁରାତନ ରୋଗର ସେ ପ୍ରାକୃତିକ ଏବଂ ଯନ୍ତ୍ରଣା ମୁକ୍ତ ଚିକିତ୍ସା ବୈଦ୍ୟ ରାଜ କରିବେ।ରୋଗୀମାନେ ଖାଲି ପେଟରେ କିମ୍ବା ଖାଇବାର ଅଢେ଼ଇ ଘଣ୍ଟା ପରେ ଚିକିତ୍ସା ପାଇପାରିବେ। ଚିକିତ୍ସା ସେବା ସୁନିଶ୍ଚିତ କରିବା ପାଇଁ ଆଗୁଆ ଯୋଗାଯୋଗ କରିବାକୁ ଅନୁରୋଧ ଯୋଗାଯୋଗ ପାଇଁ ନମ୍ବର ୮୯୧୭୬୧୫୬୯୭, ୯୮୬୧୦୮୦୭୮୯।ରୋଗୀ ପରାମର୍ଶ ସମୟ ସକାଳ ୧୦:୩୦ ରୁ ୧:୩୦ ଏବଂ ଅପରାହ୍ନ ୪:୩୦ ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ।
ଫେବୃଆରୀ ୧୦ ତାରିଖରେ ନାଡି ପରୀକ୍ଷଣ ଓ ଚିକିତ୍ସା ଶିବିର
- Post published:February 8, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul