ଜାତୀୟ କ୍ରୀଡା ଦିବସ ପାଳିତ

You are currently viewing ଜାତୀୟ କ୍ରୀଡା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଇଣ୍ଡୋର ଷ୍ଟାଡିୟମରେ ସୋମବାର ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।

ଏହି ସମାରୋହରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ବରିଷ୍ଠ କ୍ରୀଡ଼ାବିତ ନୀଳମଣି ଦାସ, ପ୍ରକାଶ ଗଡନାୟକ, କ୍ରୀଡା ଶିକ୍ଷକ ବିନୋଦ ବିହାରୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜାତୀୟ କ୍ରୀଡା ଦିବସର ତାତ୍ପର୍ଯ୍ୟ, ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ଓ କ୍ରୀଡା ପ୍ରତିଭା ଚୟନ ଓ ସେମାନଙ୍କ ତାଲିମ ଉପରେ ଆଲୋଚନା ହୋଇଥିଲା। ବହୁ କ୍ରୀଡାବିତ ଓ କ୍ରୀଡ଼ାପ୍ରେମୀ ଏହି ସମାରୋହ ରେ ଯୋଗ ଦେଇଥିଲେ ।

Share

Leave a Reply